Monday, 26 March 2018

ଗୋଟା ବାଇଗଣ ମସଲା

୧. ସୋରିଷ ଜିରା ଅଦା ଲଙ୍କା ବାଟିଦେଇ ଅଳ୍ପ କଷି ଦିଅନ୍ତୁ 
୨. ବାଇଗଣକୁ ଚାରିଫାଳକରି ମୁଣ୍ଡିଯାଏ କାଟି ମସଲା ଲଗାନ୍ତୁ
୩. ତାୱା ବା କଡେଇରେ ସୋରିଷତେଲ ଦେଇ ଅଳ୍ପ ଆଞ୍ଚରେ ଭାଜନ୍ତୁ

ପଖାଳ ସହ ଖାଆନ୍ତୁ ।


No comments:

Post a comment