୧. ସୋରିଷ ଜିରା ଅଦା ଲଙ୍କା ବାଟିଦେଇ ଅଳ୍ପ କଷି ଦିଅନ୍ତୁ ୨. ବାଇଗଣକୁ ଚାରିଫାଳକରି ମୁଣ୍ଡିଯାଏ କାଟି ମସଲା ଲଗାନ୍ତୁ ୩. ତାୱା ବା କଡେଇରେ ସୋରିଷତେଲ ଦେଇ ଅଳ୍ପ ଆଞ୍ଚରେ ଭାଜନ୍ତୁ ପଖାଳ ସହ ଖାଆନ୍ତୁ ।
No comments:
Post a comment