Sunday, 8 April 2018

ଉତ୍ତର ଭାରତ ଯାତ୍ରା- ୧

ଆମ ବିଶ୍ୱ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଛି । ଆମର ଏହି ଫଟୋଗ୍ରାଫି ଆରମ୍ଭ କରିବାର ମୂଳ ଲକ୍ଷ୍ୟ ଥିଲା, ଏହିଭଳି ଫଟୋଗୁଡ଼ିକୁ ସଭିଙ୍କ ନ‌ଜରକୁ ଆଣିବା । ଆମର ଜଣେ ବନ୍ଧୁ ଉତ୍ତର ଭାରତ ଯାତ୍ରା ସମୟରେ ଏହି ଫଟୋଗୁଡ଼ିକ ତୋଳିଥିଲେ ତାଙ୍କର ମୋବାଇଲ୍‌ରେ ।

No comments:

Post a comment