Header Ads Widget

Shubhapallaba free e-Magazine and online web Portal

କ୍ଷୀର ପଣା

ଓଡ଼ିଆ ନବବର୍ଷ ତ‌ଥା ପଣା ସଂକ୍ରାନ୍ତିରେ ବେଲପଣା ସବୁଆଡ଼େ ଭୋଗ ଲାଗେ ଏବଂ ବଣ୍ଟାଯାଏ । ମାତ୍ର କ୍ଷୀରପଣା ମଧ୍ୟ କେହି କେହି ବାଣ୍ଟିଥାନ୍ତି । ଅନେକ ସମୟରେ ଲୋକମାନେ ଦୁଆର ଆଗରେ ପଣା ଦେଇଥାନ୍ତି ଏବଂ ସେହି ସମୟରେ ହିଁ ମୁଖ୍ୟତଃ କ୍ଷୀରପଣା ବ୍ୟବ‌ହାର କରାଯାଏ । ଯେହେତୁ ସବୁ ଋତୁରେ ବେଳ ଉପଲବ୍ଧ ନଥାଏ, ତେଣୁ କ୍ଷୀରପଣା ବର୍ଷସାରା ହିଁ ବ୍ୟବ‌ହାର କରାଯାଏ ।


In different occasions, devotees also offer this Pana to God. Since Pana Sankranti which is also known as Odia New Year is famous for the Bela Pana, but some people love to share this Pana with family and friends.







* ଏହି ଫଟୋ ସମୁଦାୟର ଉତ୍ତୋଳନ କରିଛନ୍ତି ଡଃ ରଶ୍ମୀରଞ୍ଜନ ସାହୁ.

Post a Comment

0 Comments