Header Ads Widget

Shubhapallaba free e-Magazine and online web Portal

ବେଲ ପଣା

ଓଡ଼ିଆ ନବ ବର୍ଷ ତ‌ଥା ବିଶୁବ ସଂକ୍ରାନ୍ତି ମୁଖ୍ୟତଃ ପଣା ସଂକ୍ରାନ୍ତି ଭାବରେ ପ୍ରସିଦ୍ଧ । ଏହିଦିନ ମୁଖ୍ୟତଃ ବେଲ ପଣା ଭୋଗ ଲାଗି କରାଯାଏ । ଲୋକମାନେ ମଧ୍ୟ ବେଲପଣା ପରସ୍ପର ମଧ୍ୟରେ ବଣ୍ଟାବଣ୍ଟି ହୋଇଥାନ୍ତି । ବେଲ ମୁଖ୍ୟତଃ ବୈଶାଖ ମାସରେ ହିଁ ପାକଳ ହୋଇଥାଏ, ତେଣୁ ଏହି ସମୟରେ ହିଁ ବେଳ ପଣା ତିଆରି କରାଯାଇଥାଏ ।


Bela Pana is offered to God on the Pana Sankranti which is also know as Odia New Year. On this day, people also share Bela Pana, Khira Pana with friends and family. 









* ଏହି ଫଟୋଗୁଡ଼ିକ ଉତ୍ତଳୋନ କରିଛନ୍ତି । ସୁରଜିତ ମିଶ୍ର.

Post a Comment

0 Comments