Header Ads Widget

Shubhapallaba free e-Magazine and online web Portal

ଅଗିରା ପୂର୍ଣ୍ଣିମା ଏବଂ ଚନ୍ଦ୍ର ଗ୍ରହଣ



ଅଘିରା ପୂର୍ଣ୍ଣିମା କିମ୍ବା ଅଗିରା ପୂର୍ଣ୍ଣିମା ଓଡ଼ିଶାରେ ପାଳିତ ଏହି ପର୍ବ । ଏହି ପର୍ବରେ ଓଡ଼ିଶାର ଗାଁ ଗାଁରେ ଛଉଣକୁ ଗଦା କରି ପୂଜା କରି ଜାଳିବାର ପରମ୍ପରା ରହିଆସିଛି । ଲୋକକଥା ଅନୁସାରେ ଧାନ ଅମଳ ପରେ କିଛି ପରିମାଣର କୁଟା ଅଗ୍ନି ଦେବତାଙ୍କୁ ସମର୍ପଣ କରାଯାଏ, ଫଳରେ ଆଗାମୀ ବର୍ଷ ଚାଷରେ ସେ ପୋକମାନଙ୍କୁ ପୋଡ଼ିଦେବେ ।

ଏହି ପର୍ବରେ ବ୍ରହ୍ମଣମାନେ ପୂଜା କରି ନଡ଼ାଗଦାରେ ଅଗ୍ନି ସଂଯୋଗ କରିବାପରେ ଲୋକମାନେ ପନିପରିବା, ନଡ଼ିଆ ଆଦି ସେହି ନିଆଁରେ ପୋଡ଼ିଥାନ୍ତି ଏବଂ ଏହି ପୋଡ଼ା ଭୋଗ ଖାଇଲେ କିଛି ରୋଗ ଭଲ ହୁଏ ବୋଲି ପ୍ରବାଦ ରହିଛି ।







* All these photographs are taken by Bikas Ojha, Anand, Ganeswar Nayak and Sangram Keshari Senapati.

Post a Comment

3 Comments