Header Ads Widget

Shubhapallaba free e-Magazine and online web Portal

ସୂର୍ଯ୍ୟାସ୍ତର ମନଲୋଭା ଦୃଶ୍ୟ


ଆମ ଦୁନିଆର ସବୁଠାରୁ ସୁନ୍ଦର ଗ୍ରହ ପୃଥିବୀରେ ବାସ କରୁଛେ । ବ୍ରହ୍ମାଣ୍ଡର ଏକମାତ୍ର ଗ୍ରହ ପୃଥିବୀ, ଯାହାକି ସବୁଜ ଗଛଲତାରେ ଭରି ହୋଇ ରହିଛି । ଏହାସ‌ହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସର୍ଗରୁ ଅପସରୀ ମାନଙ୍କୁ ଟାଣି ଆଣିଥାଏ ବୋଲି ଅନେକ ଟିପ୍ପଣୀ କରନ୍ତି । ଆମର କୌଣସି ପ୍ରକାରର ଦୁଃଖ ଦୂର କରିବାର କ୍ଷମତା ରଖିଥାଏ ଏହି ପ୍ରାକୃତିକ ସୌନର୍ଯ୍ୟ ।

ସାରା ଦୁନିଆରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତର ଦୃଶ୍ୟ ସବୁବେଳେ ମନୋରମ ହୋଇଥାଏ । ସେହିଭଳି କିଛି ସୂର୍ଯ୍ୟାସ୍ତର ମନଲୋଭ ଛବିକୁ ତୋଳିଦେଇଛନ୍ତି ସୁରଜିତ ମିଶ୍ର

ଚନ୍ଦ୍ରଭାଗାରେ ସୂର୍ଯ୍ୟାସ୍ତ
ଚନ୍ଦ୍ରଭାଗା ବେଳଭୂମି ପାଖ ରାସ୍ତା ଉପରୁ ସୂର୍ଯ୍ୟାସ୍ତର ଦୃଶ୍ୟ
ଧନୁଷକୋଡ଼ିରେ ସୂର୍ଯ୍ୟାସ୍ତ
ତାମିଲନାଡ଼ୁର ବିଭିଷଣ ମନ୍ଦିର ପାଖରେ ସୂର୍ଯ୍ୟାସ୍ତର ଦୃଶ୍ୟ
ଚିଲିକାରେ ସୂର୍ଯ୍ୟାସ୍ତର ଦୃଶ୍ୟ

କନ୍ୟକୁମାରୀରେ ସୂର୍ଯ୍ୟାସ୍ତ
କେରଳର କୋଭାଲମ୍ ବେଳଭୂମିରେ ସୂର୍ଯ୍ୟାସ୍ତର ଦୃଶ୍ୟ
ପୁରୀ ବେଳାଭୂମିରେ ସୂର୍ଯ୍ୟାସ୍ତର ଦୃଶ୍ୟ

* ଏହିସବୁ ଫଟୋଗୁଡ଼ିକ ତୋଳିଛନ୍ତି ସୁରଜିତ ମିଶ୍ର

Post a Comment

0 Comments