Header Ads Widget

Shubhapallaba free e-Magazine and online web Portal

ସରସ୍ୱତୀ ପୂଜା


ସରସ୍ୱତୀ ପୂଜା କିମ୍ବା ବସନ୍ତ ପଞ୍ଚମୀ ଏକ ହିନ୍ଦୁ ପର୍ବ, ଯାହାକି ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ । ଇଂରାଜୀ ମାସ ଅନୁସାରେ ଏହି ପର୍ବଟି ଜାନୁଆରୀ କିମ୍ବା ଫେବୃଆରୀ ମାସରେ ପଡ଼ିଥାଏ ।

ଗଣେଶ ପୂଜା ଭଳି ଏହି ପର୍ବଟି ଓଡ଼ିଶାର ସବୁ ସ୍କୁଲ କଲେଜମାନଙ୍କରେ ପାଳନ କରାଯାଏ । ଦେବୀ ସରସ୍ୱତୀଙ୍କୁ ସଙ୍ଗୀତ ଏବଂ ଶିକ୍ଷାର ସ୍ରଷ୍ଟା ଭାବରେ ଗଣନା କରାଯାଏ । ପ୍ରବାଦ ଅନୁସାରେ ସେ ଏହିଦିନ ତାଙ୍କର ପ୍ରିୟ ବାଦ୍ୟ ବୀଣା ଧରି ପିଲାମାନଙ୍କ ଗ‌ହଣକୁ ଆସନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଏହି ଦିନରେ ମଧ୍ୟ ଛୋଟପିଲାମାନଙ୍କର ଖଡ଼ିଛୁଆଁ ହୋଇଥାଏ । 






Khadi Chhuan of Titun, son of Sweta apa. (ଖଡ଼ି ଛୁଆଁ)









* All these photographs are taken by Nitya Sahoo, Swetapadma Satpathy and Aanand.
* The sand arts for Saraswati Puja are created by Manas Sahoo and Padmashree Sudarsana Pattnaik.

Post a Comment

0 Comments