ସରସ୍ୱତୀ ପୂଜା କିମ୍ବା ବସନ୍ତ ପଞ୍ଚମୀ ଏକ ହିନ୍ଦୁ ପର୍ବ, ଯାହାକି ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ । ଇଂରାଜୀ ମାସ ଅନୁସାରେ ଏହି ପର୍ବଟି ଜାନୁଆରୀ କିମ୍ବା ଫେବୃଆରୀ ମାସରେ ପଡ଼ିଥାଏ ।
ଗଣେଶ ପୂଜା ଭଳି ଏହି ପର୍ବଟି ଓଡ଼ିଶାର ସବୁ ସ୍କୁଲ କଲେଜମାନଙ୍କରେ ପାଳନ କରାଯାଏ । ଦେବୀ ସରସ୍ୱତୀଙ୍କୁ ସଙ୍ଗୀତ ଏବଂ ଶିକ୍ଷାର ସ୍ରଷ୍ଟା ଭାବରେ ଗଣନା କରାଯାଏ । ପ୍ରବାଦ ଅନୁସାରେ ସେ ଏହିଦିନ ତାଙ୍କର ପ୍ରିୟ ବାଦ୍ୟ ବୀଣା ଧରି ପିଲାମାନଙ୍କ ଗହଣକୁ ଆସନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଏହି ଦିନରେ ମଧ୍ୟ ଛୋଟପିଲାମାନଙ୍କର ଖଡ଼ିଛୁଆଁ ହୋଇଥାଏ ।

Khadi Chhuan of Titun, son of Sweta apa. (ଖଡ଼ି ଛୁଆଁ) |
On the auspicious occasion of Basant Panchami (Saraswati Puja), internationally acclaimed Sand Artist Mr. Manas Sahoo has built a sand sculpture of Goddess Saraswati on the sea-beach of Puri. pic.twitter.com/ZoRlC0UJSU— Manas sahoo (@MrManassahoo) January 21, 2018
Our SandArt institute students creating SandArt on Goddess Saraswati at Puribeach in Odisha. #HappySaraswatiPuja pic.twitter.com/1VxblaUagE— Sudarsan Pattnaik (@sudarsansand) January 22, 2018
* All these photographs are taken by Nitya Sahoo, Swetapadma Satpathy and Aanand.
* The sand arts for Saraswati Puja are created by Manas Sahoo and Padmashree Sudarsana Pattnaik.
* The sand arts for Saraswati Puja are created by Manas Sahoo and Padmashree Sudarsana Pattnaik.
0 Comments