Header Ads Widget

Shubhapallaba free e-Magazine and online web Portal

ଶୀତ ଋତୁର ସୌନ୍ଦର୍ଯ୍ୟ


ଋତୁ ମଧ୍ୟରେ ବସନ୍ତ ଶ୍ରେଷ୍ଠ ଯାହାକି ଶୀତ ଋତୁ ପରେ ଆସିଥାଏ । ଏହି ଶୀତ ଋତୁରେ ଧରଣି ମୋତି ପଥରରେ ସଜେଇ ହେଲାପରି କାକର ବିନ୍ଦୁରେ ସଜେଇ ହୋଇପଡ଼ିଥାଏ । ଏହି ଋତୁଟିକୁ ବଣଭୋଜିର ଋତୁ ବୋଲି ମଧ୍ୟ କୁହାଯାଏ । ବଣଭୋଜି କରିବା ଫଳରେ ପରିବାରର ଲୋକମାନେ ଅଧିକ ନିକଟତର ହୋଇଥାନ୍ତି, ସାଙ୍ଗସାଥୀମାନଙ୍କ ମଧ୍ୟରେ ଭାବ ବଢ଼ିଥାଏ । ତେଣୁ ଲୋକମାନେ ଏହି ଋତୁଟିକୁ ଅଧିକ ପସନ୍ଦ କରିଥାନ୍ତି ।

ପ୍ରକୃତି ସବୁବେଳେ ନିଜର ସୌନ୍ଦର୍ଯ୍ୟକୁ ବିଭିନ୍ନ ରଙ୍ଗରେ ରଙ୍ଗେଇ ଆମ ଆଗରେ ବାଢ଼ି ଦେଇଥାଏ । ଏହି ଋତୁରେ ଗଛମାନଙ୍କରେ ବିଭିନ୍ନ ପ୍ରକାରର ଫୁଲ ଫୁଟିଉଠେ ଏବଂ ନବପଲ୍ଲବର ଅଙ୍କୁରିଉଠେଇ ପତ୍ରଝଡ଼ା ଦେଇଥିବା ଗଛ ଡାଳରୁ । ପ୍ରକୃତି ପ୍ରେମି ଅଧିକ ଆକର୍ଷିତ ହୁଅନ୍ତି ଶୀତର ଏହି ନୂଆ ରଙ୍ଗରେ ଏବଂ କୁହୁଡ଼ିଆ ପାଗରେ । ଏହି ଶୀତଋତୁର କିଛି ଆକର୍ଷଣୀୟ ମନଲୋଭା ଦୃଶ୍ୟକୁ ଆମ ପାଇଁ ତୋଳିଦେଇଛନ୍ତି ଶୁଭକାନ୍ତ ଧଳ ।
















* All these photographs are taken by Subhakanta Dhal

Post a Comment

0 Comments