Header Ads Widget

Shubhapallaba free e-Magazine and online web Portal

ମା ବିରଜାଙ୍କର ଜନ୍ମଦିନରେ ତାଙ୍କର କିଛି ଫଟୋ



ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କର ଜନ୍ମଦିନ ପାଳନ କରାଯାଏ ତ୍ରିବେଣୀ ଅମାବାସ୍ୟ ଦିନ । ଏହି ବର୍ଷ ତ୍ରିବେଣୀ ଅମାବାସ୍ୟା ଜାନୁଆରୀ ୧୬ ତାରିଖରେ ପଡ଼ିଥିଲା । ଏହି ଦିନରେ ମାଆ ବିରଜାଙ୍କର ଏକ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହୋଇଥାଏ ।

ମାଆ ବିରଜାଙ୍କର ଏହି ବେଶର କିଛି ଆକର୍ଷଣୀ ଫଟୋ ତୋଳିଛନ୍ତି ପୁର୍ଣ୍ଣଚନ୍ଦ୍ର ସାର୍ ।


 





Post a Comment

0 Comments