Header Ads Widget

Shubhapallaba free e-Magazine and online web Portal

ପଖାଳ କଂସା (ପଖାଳ ଦିବସ)

ପ୍ରତ୍ୟେକବର୍ଷ ମାର୍ଚ୍ଚ ମାସ ୨୦ ତାରିଖରେ ଓଡ଼ିଆଙ୍କ ଦ୍ୱାରା ପଖାଳ ଦିବସ ପାଳନ କରାଯାଏ । ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ପଖାଳକୁ ବିଶ୍ୱ ଦରବାରରେ ପ‌ହ‌ଞ୍ଚାଇବା ପାଇଁ ଏହି ଦିନରେ ଗ୍ରୀଷ୍ମର ଆଗମନ‌କୁ ମିଳିମିଶି ସାଥିହୋଇ ପଖାଳ ଖାଇ ସ୍ୱାଗତ ଜଣାନ୍ତି । ଗ୍ରୀଷ୍ମଋତୁରେ ଖରାର ପ୍ରକୋପରୁ ବଞ୍ଚିବା ପାଇଁ ମୁଖ୍ୟତଃ ଲୋକମାନେ ପଖାଳକୁ ଅଧିକ ପସନ୍ଦ କରିଥାନ୍ତି, ତେଣୁ ଏହିଦିନଟିରେ ପଖାଳ ଦିବସ ଭାବରେ ସଭିଏଁ ଗ୍ରୀଷ୍ମ‌ଋତୁକୁ ସ୍ୱାଗତ କରନ୍ତି ।

ଆମେ ଟୁଇଟରେ କିଛି ବ୍ୟବ‌ହାରକାରୀଙ୍କ ଦ୍ୱାରା ଅପ୍‌ଲୋଡ୍ ହୋଇଥିବା ପଖାଳର ଫଟୋକୁ ନେଇ ଆଜି ତିଆରି କରିଛୁ ଏହି ବ୍ଲଗ୍‌ଟି । ଏହି ବ୍ଲଗ୍‌ରେ ବିଭିନ୍ନ ଲୋକଙ୍କର ପଖାଳ ଫଟୋ ଆପଣମାନେ ଦେଖିପାରିବେ ।
Photo: ଆଶିଷ କୁମାର ନାୟକ
Photo: ଅଖିଳ ପାଢ଼ୀ
Photo: Azam Khan's Buffalo
Photo: Shreekant Sahu
Photo: ସମ୍ବିତ ନାୟକ
Photo: ଦୀପ୍ତିମାନ ପାଣିଗ୍ରାହୀ
Photo: ବରଦା ଦାସ
Photo: ଆଶିଷ କୁମାର ନାୟକ
Photo: ଆଶିଷ କୁମାର ନାୟକ
Photo: ମାନସ ବସ୍ତିଆ
Photo: J Raj
Photo: ସତ୍ୟବ୍ରତ ମାଝୀ
Photo: ନିଧି ଅଜା
Photo: ସତ୍ୟବ୍ରତ ମାଝୀ
Photo: ବରଦା ଦାସ
Photo: Rashmi R Fatesingh
* ଯଦି ଆପଣମାଙ୍କୁ ଏହି ଫୋଟୋ ପସନ୍ଦ ଆସିଥିବ, ତେବେ ନିଶ୍ଚୟ ଅନ୍ୟମାନଙ୍କ ସ‌ହ ସେୟାର କରନ୍ତୁ ଏବଂ ପଖାଳ ଦିବସ ବଡ଼ ଧୁମ୍‌ଧାମ୍‌ରେ ପାଳନ କରନ୍ତୁ । ଜୟ ପଖାଳ !!

Post a Comment

1 Comments

  1. The King Casino – Free Play and Bonus
    The King Casino happyluke is a licensed online casino site owned 더킹카지노 by Digimedia and operated by Digimedia. The casino カジノ シークレット is powered by the Malta Gaming Authority

    ReplyDelete