ଚଟଣି
ନଡିଆ-ପୋଦିନା-ଧଣିଆ-ବାଦାମ-କଇଥ-ଆମ୍ବ-ବିଟରୁଟ-ଗାଜର-ସୋୟା-ହରଡ ଆଦିର ଚଟଣି ସ୍ୱାଦିଷ୍ଟ । ଖଟାମିଠାଦେଇ କରିନେବାକଥା ।

ଚୁରା
ବଡି-ବାଦାମ-ପଣସମଞ୍ଜି-ପାଂପଡ-ଚନାଚୁର-ଭଜାଡାଲି-ସେଉ ଆଦି ଚୁରା ବଢିଆ ।



* Photo Source: Dr Biswa Kar