Header Ads Widget

Shubhapallaba free e-Magazine and online web Portal

କୃଷ୍ଣଚୂଡ଼ା

କୃଷ୍ଣଚୂଡ଼ା ଫାବାସି(! ବଂଶ ଓ ସେଫାଲୋପେନାସି ଉପ‌ବଂଶ (ର ଏକ ପୁଷ୍ପଜାତୀୟ ଗଛ । ଏହାର ପ‌ତ୍ର ଫର୍ଣ୍ଣ ପରି ମେଲିଥାଏ ଓ ଏହାର ଫୁଲ ଉଜ୍ଜଳ ରଙ୍ଗବିଶିଷ୍ଟ ହୋଇଥାଏ । ଏହା ଅନେକ କ୍ରାନ୍ତୀୟ ଅଞ୍ଚଳରେ ଏକ ଶୋଭାକାରୀ ଉଦ୍ଭିଦ ଭାବେ ବିବେଚିତ ହୋଇଥାଏ । ଏହାର ଇଂରାଜୀ ନାମ ରୟାଲ ପୋିନିସିଆନା (Royal Poinciana) । ଏହାର ହିନ୍ଦୀ/ଉର୍ଦ୍ଦୁ ନାମ ଗୁଲମୋହର (ଗୁଲର ଅର୍ଥ ଫୁଲ ଓ ମୋହରର ଅର୍ଥ ଚିହ୍ନ ବା ସନ୍ତକ) । ଓଡ଼ିଆ ଓ ବଙ୍ଗଳାରେ ଏହାକୁ କୃଷ୍ଣଚୂଡ଼ା (କୃଷ୍ଣଙ୍କ ଚୂଡ଼ାରେ ଶୋଭାପାଉଥିବା ଫୁଲ) ବୋଲି କୁହାଯାଇଥାଏ ।ଭିଏତନାମୀ ଭାଷାରେ ଏହାକୁ Phượng vĩ(ଫିନିକ୍ସର ଲାଞ୍ଜ)କୁହାଯାଇଥାଏ ।







* ଏହି ଫୋଟୋଗୁଡ଼ିକର ଉତ୍ତୋଳନ କରିଛନ୍ତି ଡ. ବିଶ୍ୱରଞ୍ଜନ କର and ଡ. ରଶ୍ମୀରଞ୍ଜନ ସାହୁ.

Post a Comment

0 Comments